STORYMIRROR

ଅମିତ୍ କୁମାର ସେଠୀ

Others

4  

ଅମିତ୍ କୁମାର ସେଠୀ

Others

ମୋ ପ୍ରିୟା

ମୋ ପ୍ରିୟା

1 min
288

ମୁଁ ଗଛରେ ବସା ବାନ୍ଧି 

ଖୁସିରେ ରୁହେ 

ଜାଣିନି ଜାଣିନି ଜାଣିନି

ମୋର କାହା ସହ

ପ୍ରେମ ହୋଇଗଲା

ମୁଁ ତୁ ତୋ ସାଥି ରହିଛି

ଆଜି ଠାରୁ ମୁଁ ତୋର ପ୍ରେମିକା

ମୁଁ ସହ ପ୍ରିୟା ଜୀବନ

କାଟିବାକୁ ଚାହୁଁଛି

ତୁମେ ମୋ ସହ ରହିବ କି ?


ହଁ ହଁ 

ମୁଁ ତୁମ ସାଥିରେ ଅଛି

ସବୁବେଳେ ରହିଛି ରହିବ 

ଆସିଛି ମେଘ ମେଘ

ଏବେ ଶ୍ରାବଣ ମାସରେ ରେ 

ବରଷା ପବନ ହୁଏ

ଲାଗେ କି ମଜା

ବରଷା ମଜା ଲାଗୁଥିଲା

ବରଷା ପବନ ବହିବାରେ

ଆମ ଘର ଭାଙ୍ଗି ଗଲା


ମୋର ମନ ଦୁଃଖ ହେଉ ଥାଏ

ଭୁଲିପାରୁ ନାହୁଁ

ମୁଁ ଖୁସି ଥାଏ କେବଳ

ମୋ ପ୍ରିୟା ପାଇଁ

ମୁଁ ତୁମ ସାଥିରେ ରହିଛି

ସାତ ଜନମ ପାଇଁ

ମୁଁ ତୁମ ସାଥିରେ ରହିବି

ମୁଁ ତମକୁ ପ୍ରତି ସ୍ମୃତି ଦେଉଛି

ସାତ ଜନମ ପାଇଁ

ମୁଁ ଖାଲି ତୁମର  ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍