ପ୍ରେମ
ପ୍ରେମ
1 min
9
ପ୍ରେମ ଅଢ଼େଇ ଅକ୍ଷର ।
ପ୍ରେମ ଅଢ଼େଇ ଅକ୍ଷର ।।
ମୁଁ ହଁ ତୁମକୁ ଭଲପାଉଛି ।
ମୁଁ ତୁମକୁ କେତେ ଭଲ ପାଉଛି ।।
ତାହା ମୁଁ ତୁମକୁ କହି ପାରିବିନି ।
ମୁଁ ତୁମକୁ ଭଲ ପାଉଛି ।
ତୁମେ ମୋର ପ୍ରୀତି ।।
ତୁମେ ମୋ ସପନର ନାୟିକା।
ତୁ ମୋ ସପନ ନାୟକ।।
ମୁଁ ତୁମ ବିନା ଅଧୁରା ।
ତୁମେ ମୋ ପ୍ରେମ ।।
ମୁଁ ତୁମକୁ ଭଲପାଉଛି ।
ମୁଁ ତୁମକୁ ଭଲପାଉଛି ।।
ତୁମ ବିନା ମୋ ଜୀବନ ଅଧୁରା ।
ମୁଁ ତୁମ ସାଥିରେ ରହିଛି ।।
ଆମ ପ୍ରେମ ଅମର ରହିବ ।
ପ୍ରୀତି ତୁମେ କେବଳ ମୋର ।।
