STORYMIRROR

ଅମିତ୍ କୁମାର ସେଠୀ

Others

3  

ଅମିତ୍ କୁମାର ସେଠୀ

Others

ଶୀତୁଆ ସକାଳ

ଶୀତୁଆ ସକାଳ

1 min
17

ସକାଳରେ ଶୀତୁଆ

ପବନ ବହେ  

ସକାଳେ କୁହୁଡି

ପାଗ ଦେଖାଯାଏ 

ଶୀତ ଦିନର 

ସକାଳଟାରୁ ବହୁତ ସୁନ୍ଦର 

ଶୀତୁଆ ସକାଳ

ଗୀତ ଗାଇବାକୁ 

ବହୁତ ଭଲ ଲାଗେ

ସକାଳଟା କୁହୁଡିଆ ଲାଗେ 

ଶୀତ ଦିନର ସକାଳ

ବହୁତ ଶୀତୁଆ ଲାଗେ 

ଶୀତଦିନ ସକାଳରେ 

କାମ କରିବା ପାଇଁ 

ଯମା ଇଚ୍ଛା ହୁଏ ନାହିଁ 

ଶୀତୁଆ ସକାଳ

ଉଠିବା ବହୁତ କଷ୍ଟକର

ଶୀତଦିନ ବହୁତ ସୁନ୍ଦର ଲାଗେ ।


Rate this content
Log in