STORYMIRROR

ଅମିତ୍ କୁମାର ସେଠୀ

Others

3  

ଅମିତ୍ କୁମାର ସେଠୀ

Others

ପ୍ରେମର ଝଲକ

ପ୍ରେମର ଝଲକ

1 min
167

ଆଜି ଆସଛି ଆସଛି

ପ୍ରେମ ର ଝଲକ

ଏବେ ଆସିଛି ପ୍ରେମ ଋତୁ

ମୋ ମନରେ ତୁମେ ଅଛ

କେବ ମୁଁ ତୁମକୁ ଅପେକ୍ଷା କରିଛି

ହାଏ ରେ ତୁମେ 

ତୁମେ ଆସିଗଲ

ମୋ ପ୍ରିୟତମା

ତୁମର ମୋର

ସାଥି ହଇ ରହିବା 

ସବୁଦିନ ପାଇଁ

ଆମେ ଏକାଠି ରହିବା

ତୁମର ମୋର

ଯୋଡ଼ି ସୁନ୍ଦର 

ଏକା ମିଶି ଦିନ କାଟିବା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍