Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅମିତ୍ କୁମାର ସେଠୀ

Others

3  

ଅମିତ୍ କୁମାର ସେଠୀ

Others

ପ୍ରକୃତି

ପ୍ରକୃତି

1 min
159


    ଦେଖିବାକୁ ବହୁତ ସୁନ୍ଦର ଲାଗେ

    ଏହି ପ୍ରକୃତି ର ଦେଖି ଦେଖି 

    ମୋତେ ବହୁତ ସୁନ୍ଦର ଲାଗୁଛି ।


    ଆକାଶରେ ବିହଙ୍ଗ ମାନେ ଉଡୁଛନ୍ତି 

    କାଉ ର ରାବ ସୁର 

    କୋଇଲି ର କୁ କୁ କୁ କୁ ସୁର 

    କୋଇଲି ର କି ମଧୁର ସୁର ।


    ଗଛଲତା ଗଛଲତା ଦେଖିବାକୁ

    ବହୁତ ସୁନ୍ଦରୀ ଲାଗେ

    ପ୍ରକୃତି ର ଦୃଶ୍ୟ ଦେଖି

    ବୋହୁତ ସୁନ୍ଦର ଲାଗେ ।


Rate this content
Log in