Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyadarsini Das

Tragedy

3  

Priyadarsini Das

Tragedy

ସ୍ମୃତି

ସ୍ମୃତି

1 min
16



କେଇ ବୁନ୍ଦା ବର୍ଷା ଟୋପା ,

ହାତ ପାପୁଲି ରେ ,

ପ୍ରକୃତିସ୍ଥ କରି ପକାଇଲା ମୋତେ ,


କିନ୍ତୁ ,

ଅଦିନିଆ ଏ ବର୍ଷା, 

ନାହିଁ ମୌସୁମୀ ,

ନାହିଁ କଳାହାଣ୍ଡିଆ ମେଘ ,

ତଥାପି

ଏ ବର୍ଷା?


କିଛି ଭାବନା ର ଜଳୀୟବାଷ୍ପ 

ଆଜି ବେଶ୍ ଓଜନିଆ ହୋଇ ପଡ଼ିଛି ,

ପଲକ ଦୁଇଟି 

ଅଜାଣତେ ବି 

ଟପ୍ ଟପ୍ ହୋଇ ପାପୁଲି ରେ ଛିଟିକି ପଡୁଛି ।


ଏ କି ଅକାରଣେ , 

ଅବା ବାଷ୍ପୀଭୂତ ଧନ୍ୟ ଧନ୍ୟ ଆମ ବୀର ସୁବାଷ 

ଉପଦେଶ ତାଙ୍କ ଚିର ସୁବାସ ।

ଦେଶ ପାଇଁ ତାଙ୍କ ମହାନ ଦାନ

ଜୟନ୍ତୀରେ ଆଜି କରୁ ନମନ।

ଆଜି ଘନୀଭୂତ , 

କିଛି ସ୍ମୃତି ର ବଢ଼ି ରେ

ନିଜର ସ୍ଥିତି ବି ପ୍ରଶ୍ନବାଚୀ


ପାଦ କେବେ ଫେରି ପାରିବନି, 

ସେଇ ଇଲାକା କୁ , 

ଯେଉଁଠି

ଏଇ ଭାବନା ବି ଶୀତ ଋତୁ ର 

ଠିକ୍ ଏଇ ବର୍ଷା ଟେ ପରି , 

ଯାହାର ସ୍ଥିତି ଥାଏ ସତ , 

କିନ୍ତୁ କେହି ତାକୁ ହୃଦୟ ରୁ ଆଲିଙ୍ଗନ କରେନା , 

ଫେରିବାକୁ ନ ଚାହିଁଲେ ବି ଫେରି ବାକୁ ପଡେ ତାକୁ।



Rate this content
Log in

Similar oriya poem from Tragedy