Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Romance Classics Fantasy

3  

Mr.GAGAN BIHARI NAYAK

Romance Classics Fantasy

ସ୍ମୃତି ତମେ

ସ୍ମୃତି ତମେ

1 min
217



ସ୍ମୃତି ତମେ ଏକ ପ୍ରେମର ସନ୍ତକ

କେମିତି ଭୁଲିବି କୁହ

ତମକୁ ଭୁଲି ମୁଁ ରହି ପାରେ ନାହିଁ

ଲୁଚେଇ ଏଇ ମୋ ମୁହଁ ।


ସ୍ମୃତି ତମେ ମୋର ଶୀତ ସକାଳର

ପ୍ରୀତି ପିଆଲାର ସାଥୀ

ତମେ ମୋ ପୂନେଇଁ ତାରା ଫୁଲ ଭରା

ଲାଜେଇ ଜୋଛନା ରାତି

ଭିଜୁଥିବ ତମ ପ୍ରୀତି ପରଶରେ

ସ୍ମୃତି ବିଜଡିତ ଦେହ ।


ସୋରିଷ ଫୁଲର ସୁନା ଚୁନା ଚୁନା କ୍ଷେତେ

ସ୍ମୃତି ଯେବେ ନାଚୁଥିଲ ବେସୁରା ଛନ୍ଦ ଟେ'

କାହିଁକି ହେଲି ମୁଁ

ମୂର୍ଚ୍ଛନାରେ ବନ୍ଦି ହେଲ

ସୁର ତାଳ ଲୟ ସବୁ ଭୁଲି ଯାଇ

ହୃଦୟକୁ କଲ ଜୟ ।


ସ୍ମୃତି ତମେ ସେଇ ବିଜନ ବେଳାର

ପ୍ରଣୟ ବଇଁଶୀ ସ୍ବନ

ତମେ ମରୁଭୂମି ବାଲୁକା ଟାପରେ

ଥାପି ଥିବା ପାଦ ଚିହ୍ନ

ତମେ ଆଶିର୍ବାଦ ଅଭିଶପ୍ତ ପ୍ରାଣେ

ତମେ ମୋ ଅପୂଜା ଦିଅଁ ।


Rate this content
Log in

Similar oriya poem from Romance