STORYMIRROR

GAGAN KUMAR DASH

Romance

3  

GAGAN KUMAR DASH

Romance

ସ୍ମୃତି ରୁ ପଦେ

ସ୍ମୃତି ରୁ ପଦେ

1 min
181


ଅନେକ ଇଚ୍ଛା ହୁଏ 

ଉଡିଯିବା ପାଇଁ

ଦୂରରୁ ଖୁବ ଦୂରକୁ

ଯେଉଁଠି ଖୋଲା ହୃଦୟ 

କଢ ଧରିଛି ଫୁଲ ଫୁଟିଛି

ମୋ ପାଇଁ ଶଙ୍ଖ ମଲମଲ ପଥର

ତା ଉପରେ ତାଜମହଲ

ପାଖରେ ନଦୀଟିଏ

ସୁନ୍ଦର ଫୁଲ ବଗିଚା

କେହି ନ ଥିବେ ସେଠାରେ

ମୁଁ ଆଉ ସେ

ନିର୍ଜନ କୋଠରୀ

କିନ୍ତୁ 

ବ୍ୟତିକ୍ରମର ବାତ୍ୟାରେ

ଏକାନ୍ତ ମୁଁ

ଏକା ଅବସ୍ଥାନ କରୁଛି

ଅତୀତର ସ୍ମୃତିକୁ ଜାବୁଡି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance