STORYMIRROR

Sabita Nayak

Classics Others

1  

Sabita Nayak

Classics Others

ସମର୍ପଣ

ସମର୍ପଣ

1 min
142

ତୁମ କଥା ଯେତେବେଳେ ମୁଁ ଭାବେ

ଚାରିଆଡେ ଖାଲି 

ତୁମରି ବଂଶୀର ସ୍ବର ଶୁଭେ

ଆକାଶ ନୀଳ 

ସାଗର ନୀଳ 

ପୃଥିବୀ ନୀଳ

ସବୁ ଯେମିତି କୃଷ୍ଣମୟ ଲାଗେ 

ସମସ୍ତ ସଚରାଚର ତୁମରି ବନ୍ଦନା ରେ ରତ

ଝରଣା 

କୋଇଲି

ନଦନଦୀ 

ହେ କେଶବ ମୋର ମାର୍ଗ ଦର୍ଶନ କର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics