STORYMIRROR

Aruna Kar

Tragedy

2  

Aruna Kar

Tragedy

ସମ୍ପର୍କ

ସମ୍ପର୍କ

1 min
12.1K


ବାରମ୍ଵାର ଖୋଜୁଛ କାହାକୁ ???

ଅଭିମାନରେ ଛଟ ପଟ

ପ୍ରେମିକାଟି ନୀରବରେ ଲେଉଟାଏ

ପ୍ରତିଶ୍ରୁତି ପୃଷ୍ଠାକୁ

ଅଭିମାନ ସବୁ ଏବେ ଲୁହ ହୋଇ

ଭିଜାଏ ଗାଲକୁ....

ବିଚାରି.....

ବିଚାରି...

ଏକା ଏକା ପିଇଯାଏ

ତା ନିଜ କୋହକୁ

ତୁମ ପ୍ରେମେ ଆନମନା ଚାରୁହାସୀ

ପ୍ରେମମୟୀ ରାଇ

ନିରୋଳାରେ ବ୍ୟବଚ୍ଛେଦ କରେ

ସମ୍ପର୍କକୁ..।

ଅରୁଣା କର

12:11:18

ଭୁବନେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy