କହି ହୁଏନି
କହି ହୁଏନି
1 min
3.9K
ମାତୃ ରୂପେ ବନ୍ଦନିୟା
ମୁଁ ଯେ ସବୁକାଳେ
ସଂସାର ମଙ୍ଗଳ ପାଇଁ
ଦୀପ ପରି ଜଳେ
ମୋ ଶବ ପଡିଛି ଦେଖ
ଗାଆଁ ପୋଲ ତଳେ
ଟାଣି ଘୋଷାଡ଼ି ଖାଆନ୍ତି
କୁକୁର ଡ଼ହଳେ
Aruna Kar
24 ::11:18
ଭୁବନେଶ୍ବର
