ଭରସା
ଭରସା
1 min
2.4K
ଭରସାର ଇଟା ଆଜି
ଖସି ପଡ଼େ ତଳେ
ରଖ ରଖ ଦୀନବନ୍ଧୁ
ଡାକେ ମୁଁ ବିକଳେ
ଫିମ୍ପିମରା ସାରା ଦେହ
ହୁତ୍ ହୁତ୍ ଜଳେ
ବିଶ୍ଵାସର କାନ୍ଥ ଆଜି
ଭାସୁଛି ଅଥଳେ ।
ଅରୁଣା କର
19:11 :18
ଭୁବନେଶ୍ବର
