STORYMIRROR

Aruna Kar

Others

2  

Aruna Kar

Others

ସ୍ମୃତି ରେ

ସ୍ମୃତି ରେ

1 min
11.7K


ଅରୁଣା କର


ସ୍ମୃତି ନୁହେଁ କେବେ ଅଲୋଡା ଅଖୋଜା

ସେତ ବଞ୍ଚିବା ସାହାରା

ପ୍ରତି ସ୍ପନ୍ଦନରେ ହୃଦୟ ମନ୍ଦିରେ

ସେତ ଅମୃତର ଧାରା


ଦୁଇ ଟୋପା ଲୁହେ ଧୋଇଦେଲେ ତାକୁ

ଶାନ୍ତି ହୁଏ ମନ ପରା

ଅଦିନ ଫଗୁଣ ସୁରଭିତ କରେ

ଦିଶଇ ଶୋଭିତ ତୋରା


ଅରୁଣା କର

22:11:18



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍