ମା
ମା
1 min
11K
ଯିବା ପାଇଁ ଇଚ୍ଛା କରନାହିଁ ମାଆ
ବିନତି ତୁମର ଚରଣରେ
ତୁମ ଆଶିଷକୁ ରହିଅଛୁ ଚାହିଁ
ବିକଳ ଆକୁଳ ନୟନରେ
ଢାଳିଦିଅ ତୁମେ କରୁଣାର ଧାରା
ଆମ ଟିକିଟିକି ମଥା ପରେ
ସେନେହ ପ୍ରେମରେ ଭରୁ ମନପ୍ରାଣ
ଇର୍ଷା ଚେତନା ଯାଉ ଦୂରେ
ଅରୁଣା କର
25:11:18
ଭୁବନେଶ୍ବର
