STORYMIRROR

Papu parida

Drama Others

4  

Papu parida

Drama Others

ସମ୍ପଦ କାଳେ ସର୍ବେ ସଖା

ସମ୍ପଦ କାଳେ ସର୍ବେ ସଖା

1 min
214

ସମ୍ପଦ କାଳେ ସର୍ବେ ସଖା

ବିପଦେ ନ ଦିଅନ୍ତି ଦେଖା।।


ଭୁଲନ୍ତି ସବୁ ଗତ ଦିନ

ପଡେନି ତାଙ୍କ କିଛି ମନ।।


ବନ୍ଧୁତାମୁଖା କାଢି ଦେଇ

ଆସନ୍ତି ନିଜ ରୂପ ନେଇ।।


ହାରେ ସାହାଯ୍ୟ ହାରେ ପ୍ରେମ

ଭାଙ୍ଗେ ସମ୍ପର୍କ ଗଲେ ନାମ।।


ନୂଆ ଛେଳିର ସନ୍ଧାନରେ

ଖୋଜେ ଦୁନିଆ ଖଦାନରେ।।


କାହାଣୀ କହେ ସ୍ୱାର୍ଥ ଏକା

ସମାଜେ ସର୍ବ ଅଟେ ବୋକା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama