Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotirmoyee Mohanty

Abstract

4  

Jyotirmoyee Mohanty

Abstract

ସଖା-୧୦

ସଖା-୧୦

1 min
190


ତୁମେ ଥାଅ ଶୂନ୍ୟତାରେ ଶୂନ୍ୟ ହୋଇ 

ଯଦି କିଏ ଧ୍ୟାନ କରେ

ପୂର୍ଣ୍ଣ କର ତା ଭ୍ରୁକୁଟିର ମଧ୍ୟସ୍ଥାନ l


ନୀଳ ଲୋହିତ ଶ୍ୱେତ କୁଙ୍କୁମ ଓ ପୀତରେ 

ସମାହିତ ତୁମେ ଦୀପ୍ତିମନ୍ତ ଆଭାଟିଏ 

ଵିନ୍ଦୁରୁ ସିନ୍ଧୁଜିଂ ବର୍ଦ୍ଧିତ କ୍ରମଶଃ... l


ତ ୟା ପରେ ଆପେ ଆପେ ସବୁକିଛି ହୋଇଯାଏ ଶାନ୍ତ, କାନ୍ତ, ନୀରବ 

ଯେମିତିକି ମଧ୍ୟ ଗର୍ଭ ସମୂଦ୍ରର l


ଚଳଚଞ୍ଚଳ ମନ ଚାହେଁ 

କେବଳ ତୁମର ଦ୍ୱାରସ୍ଥ 

ହୁଏ ସମାଧିସ୍ଥ 

ନଈଟିଏ ସାଗରରେ ମିଶିଯିବା ପରି 

ଆତ୍ମା ମିଶେ ପର ଆତ୍ମା ସାଥେ

ଆଜନ୍ମ ଚକ୍ରରେ l


Rate this content
Log in

Similar oriya poem from Abstract