Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational Others

2  

KRUTIBAS NAYAK

Inspirational Others

ସିଧାକଥା-66 : କବିତା

ସିଧାକଥା-66 : କବିତା

1 min
104



ଆମପାଇଁ ଯିଏ ଥରେ ହେଉପଛେ କରିଛି ନିଷ୍କାମ ସେବା,

ଭୁଲିବନି ତାକୁ କୄତଘ୍ନ ନ ହୋଇ ଥରେ ହେଲେ ସେବା ଦେବା |

 

ଜୀବନ ସାମାନ୍ୟ ବିନ୍ଦୁଟିଏ ମାତ୍ର ପୃଥିବୀକୁ ଟେକିପାରେ,

ଅଦୃଶ୍ୟ ମନଟି ରହିଛି ଭିତରେ କୋଟି ହୃଦୟକୁ ଧରେ |

 

ଦୟାଳୁ ହୋଇବା ସରଳ ହୋଇବା କ୍ଷମାଦାତା ହେବା ଭଲ,

ଏହାର ସୁଯୋଗ ନେବାକୁ ଦେବାନି ଭଲକୁ କରେ ଯେ ଭେଲ |

 

ଈଶ୍ୱର ସର୍ବଦା ଆମରି ଚିନ୍ତାରେ କରୁଛନ୍ତି ଭଲଚିନ୍ତା,

ଅଳପ ଡାକରେ ଅଳପ ଦୁଃଖରେ ଆମେ କହୁ ଭାରିବ୍ୟଥା |

 

ଅଭିଯୋଗ କରୁ ପରମପିତା ବି ଶୁଣନ୍ତିନି ମୋର କଥା,

ନିରବ ରହି ସେ ଯୋଜନା କରନ୍ତି ଧୈର୍ଯ୍ୟଧାରୀ ପିତା ଯଥା |



Rate this content
Log in

Similar oriya poem from Inspirational