STORYMIRROR

Prasanta Kumar Behera

Romance Fantasy Inspirational

3  

Prasanta Kumar Behera

Romance Fantasy Inspirational

ଶ୍ୟାମା ଲଳନା

ଶ୍ୟାମା ଲଳନା

1 min
161


ଚାହିଁଛି ତମକୁ 

ଚାତକ ଯେପରି 

ଚାହିଁଥାଏ ବର୍ଷା ଜଳ,

ତମ ନୀଳ ଶାଢ଼ୀ 

ଦିଶଇ ଯେପରି 

ଆକାଶର ଶ୍ୟାମନୀଳ l


ପାଦପ ପାଖରେ 

ମନାସୁଛ କିବା

ଆମ ମିଳନର ଲଗନ,

ଅଦେଖା ଈଶ୍ୱର 

ଚାହିଁଲେ ଗୋ ସଖୀ

ସ୍ବପନ ହେବ ପୂରଣ l


ତମ ନାଲି ଚୁଡି 

ମୋ ପ୍ରେମରଙ୍ଗ

ତମ ଚୋରା ବାସନାର ରାଗ,

ଆମ ଦୁହିଁଙ୍କ ହୃଦୟ 

ଭିଜୁ ସେହି ରଙ୍ଗେ

ସେହି ରଙ୍ଗ ଆମ ଭୋଗ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance