Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Abstract Fantasy

2  

Ram Prasad Bisoi

Abstract Fantasy

ଶୂନ୍ୟଉପକ୍ରମଣିକା

ଶୂନ୍ୟଉପକ୍ରମଣିକା

1 min
1.1K


ମାଙ୍କଡ଼ା ପଥର,

ଶୂନ୍ୟ କୋଠରୀ ତା ସହ,

ବିଦେହ ଆତ୍ମା,

ଜାଣେ ,

ତୁମେ ଖୋଜ ମତେ ,

ଶୂନ୍ୟ ଆକାଶରେ ମୁଁ ,

ତୁମକୁ,

ମୋ କବିତାର ଶବ୍ଦ ଭିତରେ,

ସେ ଅଣଆୟତ୍ତ ଶୋଷ ଅନ୍ତଃହୀନ,

ତା ଦାହ,

କେବେ ତ ପଚାରି ଦେଖ,

ଆକାଶର ଅମୃତବର୍ଶନୀକୁ କାରଣ,

କାହିଁକି ?

ସେ ବରଷି ଯାଏ ପ୍ରକୃତି

ଛାତିରେ ଅତର୍କିତ ଭାବେ,

କିଏ ?

ଅବା କାହାର ନିର୍ଦ୍ଦେଶରେ ,

କଣ ?

ତା ସମ୍ପର୍କର ହେତୁ,

କାଳଜୟୀ,

ଅନାବିଳ ଦେହାଆତିତ,

ଅମର ସର୍ବଦା ନୁହେଁ କି ?

ଉଭୟ ପ୍ରେମ


Rate this content
Log in