Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Abstract Classics Inspirational

3  

Raja Sekhar CH V

Abstract Classics Inspirational

ଶ୍ରୀନାଥଙ୍କ ଶ୍ରୀବଦନ

ଶ୍ରୀନାଥଙ୍କ ଶ୍ରୀବଦନ

1 min
142



ନିମିଷ ନିମିଷ ଦେଖୁଛୁ ଶ୍ରୀନାଥଙ୍କ ଶ୍ରୀବଦନ,

ନିତିଦିନ ମିଳେ ତାଙ୍କର ଦୟାଳୁ ଦିବ୍ୟଦର୍ଶନ,

ଶ୍ରୀଚନ୍ଦନର ଶୀତଳତା ଦିଅନ୍ତି ଶ୍ରୀବତ୍ସଲାଞ୍ଛନ,

ତାଙ୍କ ପ୍ରତ୍ୟେକ ରୀତିନୀତିରୀତିନୀତି ଏକ ନିଆରା ସୃଜନ |୧|


ଯେତେ ଥର କରି ଚାଲିଲେ ଚିନ୍ତନ ମନନ,

ଚକାନୟନଙ୍କୁ ଦେଖି ତରି ଯାଆନ୍ତି ନୟନ,

ଆନନ୍ଦ ଆଶ୍ୱାସନ ନିରନ୍ତର ପାଏ ଏହି ମନ,

ତାଙ୍କ କୁଶଳ ଯୋଗୁଁ ଏକତ୍ର ଅଛନ୍ତି ଭକ୍ତଜନ |୨|


Rate this content
Log in