Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alhadini Panigrahi dash

Classics

3  

Alhadini Panigrahi dash

Classics

ଶ୍ରୀ ଜଗନ୍ନାଥଙ୍କ ନବଯୌବନ ବେଶ

ଶ୍ରୀ ଜଗନ୍ନାଥଙ୍କ ନବଯୌବନ ବେଶ

1 min
172



ଦେଖ ଗୋ ସହୀ ଦେଖ ଗୋ

ନବ ଯୌବନ ବେଶ .....ଦେଖ ଗୋ...

କାଳିଆ ବଦନେ ନାଲିଆ ହସ  ...


(୨) ଦେଖ ଗୋ ...( ଘୋଷା )


ଦର୍ଶନ ମାତ୍ରକେ ଆତ୍ମା ତୃପତ (୨)

ମରଣ ଅନ୍ତ ରେ ମୋକ୍ଷ ପ୍ରାପତ(୨)

                      ଦେଖ ଗୋ ....ାା୧ାା


ସ୍ନାନ ଯାତ୍ରା ପରେ ଜ୍ଜର ଭୋଗିଲ(୨)

ଅଣ ସର ଘରେ ଦିନ କାଟିଲ (୨)

                       ଦେଖ ଗୋ ...।୨ାା


ଦଶ ମୂଳ ପାଣି ଫୁଲୁରୀ ତେଲ (୨)

ପଥି ଓଉଷଧେ ହୋଇଲ ଗେଲ(୨)

                       ଦେଖ ଗୋ....(୩)


ଅଙ୍ଗ ଲାଗି , ଖଳି ଲାଗି ହୋଇଲ(୨)

ତୁଳସୀ ପତ୍ରେ କଜ୍ଜଳ ନାଇଲ (୨)

                        ଦେଖ ଗୋ... ାା୪ାା


ତୁଳସୀ ,କଦମ୍ବ , ମଲ୍ଲୀ ର ମାଳ (୨)

ପିନ୍ଧି ବାସୁ ଥାଏ ନନ୍ଦ ର ବାଳ (୨)

                      ଦେଖ ଗୋ.....।୫ାା


ପିତାମ୍ବର ପିନ୍ଧି ଶ୍ୟାମ ସୁନ୍ଦର(୨)

କି ସୁନ୍ଦର ଦିଶେ ନିଳ କନ୍ଦର (୨)

                      ଦେଖ ଗୋ...ାା୬ାା


ମାଗେ ଆହ୍ଲାଦିନୀ ତବ ଆଶୀଷ (୨)

ଅନ୍ତ କାଳେ ନେବ ତୁମରି ପାଶ (୨)

                       ଦେଖ ଗୋ ......ାା୭ାା


Rate this content
Log in

Similar oriya poem from Classics