Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Ajayakumar Mohanty

Inspirational

3  

Ajayakumar Mohanty

Inspirational

ଶ୍ରୀ ଗୁରୁ ଦେବାୟ ନମଃ

ଶ୍ରୀ ଗୁରୁ ଦେବାୟ ନମଃ

1 min
454


କୁରୁ ରଟନଂ ଶ୍ରୀ ଗୁରୁ ସୁଯଶ ଗୁଣ

କୁରୁ ଚିନ୍ତନଂ ଶ୍ରୀ ଗୁରୁ ଯାମିନୀ ଦିନ।

କୁରୁ ବନ୍ଦନଂ ଶ୍ରୀ ଗୁରୁ ଅନୁରାଗେଣ 

କୁରୁ କ୍ରନ୍ଦନଂ ଶ୍ରୀ ଗୁରୁ ତୋଳି କମ୍ପନ।

କୁରୁ ନର୍ତ୍ତନଂ ଶ୍ରୀ ଗୁରୁ ନାମ ଉଚ୍ଚାରି।

କୁରୁ ଧ୍ୟାୟନଂ ଶ୍ରୀ ଗୁରୁ ତ୍ରୀସନ୍ଧ୍ୟା କରି

କରୁ ଜପନଂ ଶ୍ରୀ ଗୁରୁ ମନ୍ତ୍ର ଆଧାରି। କୁରୁ ଭୋଜନଂ ଶ୍ରୀ ଗୁରୁ ସୁମନେ ଭାଳି

କୁରୁ ଅର୍ଜନଂ ଶ୍ରୀ ଗୁରୁ ବଦନେ ତୋଳି।

କୁରୁ ଶୟନଂ ଶ୍ରୀ ଗୁରୁ ସ୍ମରଣ କରି

କୁରୁ ଉତ୍ଥାନଂ ଶ୍ରୀ ଗୁରୁ ଦୃଦୟେ ଭରି।

ଅଜୟ କୁମାର ମହାନ୍ତି,ହରିପୁର,କବୀର ପୁର, ଯାଜପୁର।


Rate this content
Log in