STORYMIRROR

Sudhashree Bhattamisra

Inspirational

4.0  

Sudhashree Bhattamisra

Inspirational

ଶ୍ରେଷ୍ଠତ୍ୱ

ଶ୍ରେଷ୍ଠତ୍ୱ

1 min
3

ମୁଁ ଚାହେଁନା କେବେ ନିଜକୁ ଶ୍ରେଷ୍ଠ ବୋଲି 
ପ୍ରମାଣିତ କରିବାକୁ, ମୁଁ ଜାହିର କରେନା ଶ୍ରେଷ୍ଠତ୍ତ୍ୱ 
ମୁଁ କିନ୍ତୁ ଅହରହ ଖୋଜୁଥାଏ ଏମିତି ଏକ ମଣିଷ 
ଶ୍ରେଷ୍ଠ ମଣିଷ ଟା ଯେବେ ଶ୍ରେଷ୍ଠତ୍ୱ ର ଦ୍ୱାହିଦେଇ 
ନିଜକୁ ଶ୍ରେଷ୍ଠ ପ୍ରତିପାଦିତ କରିପାରେନା 
ବ୍ୟର୍ଥ ହାହାକାର ଲାଗେ ବେଳେବେଳେ 
ମନ ମୋର ଉତ୍ତୁଙ୍ଗ ହିମାଳୟ 
ମୁଁ ଚାହେଁ ଗଢିବାକୁ ସମ୍ପର୍କ ର ସେତୁ.. ...


Rate this content
Log in

Similar oriya poem from Inspirational