STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ମୁଁ

ମୁଁ

1 min
24

ତମ ସ୍ମୃତିକୁ କବରି ଭାବି ମୁଁ 
ସମାଧି ହେଇଛି, ତମ ବିଷକୁ 
ଅମୃତ ଭାବି, ମୁଁ ହଳାହଳ ପିଇଛି 
ତମ ମନ୍ତ୍ରଣା ଜୁପକାଠି ମୋ 
ଯନ୍ତ୍ରଣା ର, ତମ ସ୍ମୃତିର 
ସମାଧି ହେଲି, ଯାତନା ର 
ସହର ରେ ଘର କଲି 
ସବୁ ବିଷକୁ ଅମୃତ ଭାବି 
ଏକା ଏକା ପିଇଲି 
ଜୀଵନ ଜଟିଳ ଗଣିତ 
ସମାଧାନ ସୂତ୍ର ବିନା 
ବଂଚିଛି ତେଣୁ ଏକା ଏକା..........


Rate this content
Log in

Similar oriya poem from Inspirational