ଜୀଵନ
ଜୀଵନ
ଜୀଵନ ର ଅନ୍ୟନାମ ବୋଧେ
ଉପଯୋଜନ ସେ ମରୁଭୂମି
ହେଉ କି ପ୍ରାଚୁର୍ଯ୍ୟ ର ସହର
ପ୍ରତିକୂଳ ପ୍ରତିଟି ପରିବେଶ
ସେ ଚାହେଁ ଉପଯୋଜନ
ଜୀଵନ ର ଅର୍ଥ ଯେବେ ସେ
ବୁଝିପାରେ, ଜୀଵନ ର ନଶ୍ୱର ତା
ଭିତରେ ସେ ଯେବେ ଖୋଜେ
ଅର୍ଥ ଜୀଵନ ର ହୃଦୟଙ୍ଗମ
ସିନା କରେ, ଖୋଜୁଥାଏ
ଚାବିକାଠି ସଫଳତାର
ଜିଁବାକୁ ଜୀଵନ ଭଳି ଜୀଵନ.......
