STORYMIRROR

Sudhashree Bhattamisra

Abstract

4.5  

Sudhashree Bhattamisra

Abstract

ଜୀଵନ

ଜୀଵନ

1 min
15

ଜୀଵନ ଯଦି ଉଦ୍ୟାନ ହୁଏ 
ମୁଁ ପୁଷ୍ପଟିଏ......
ଜୀଵନ ଯଦି ସାଗର ହୁଏ 
ମୁଁ ଢେଉ ତରଙ୍ଗ...
ଜୀଵନ ଯଦି ଅରଣ୍ୟ ହୁଏ 
ମୁଁ ମଲ୍ଲୀ.....
ଜୀଵନ ଯଦି ମରୁଭୂମି ହୁଏ 
ମୁଁ ପଥିକ ଟିଏ ତୃଷାର୍ତ୍ତ...
ଜୀଵନ ଯଦି ବାଟ ହୁଏ 
ମୁଁ ବାଟୋଇ........
ଜୀଵନ ଯଦି ଯାତ୍ରା ହୁଏ 
ମୁଁ ଯାତ୍ରୀ...
ଜୀଵନ ଯଦି ପୂଜା ହୁଏ 
ମୁଁ ପୁଜାରିଣୀ...........


Rate this content
Log in

Similar oriya poem from Abstract