STORYMIRROR

Sudhashree Bhattamisra

Inspirational

3  

Sudhashree Bhattamisra

Inspirational

ଲକ୍ଷ୍ୟ

ଲକ୍ଷ୍ୟ

1 min
2

କଳ୍ପନା କୁ ଯେବେ ବାସ୍ତବ ରଙ୍ଗ ଦିଏ 
ସେ ବି ତ ଜୀବନ୍ତ ହୁଏ, ହେଲେ ଭଲ 
ପାଇବାର ତୁଳିରଙ୍ଗ ଯେବେ ନିଏ 
କାହିଁକି ଅଙ୍କିପାରେନା ଚିତ୍ର 
ଜୀଵନ ଟା ସିନା ବ୍ୟସ୍ତ ବିବ୍ରତ 
ଜଂଜାଳ ଗ୍ରସ୍ତ, ହେଲେ ଫୁରସତ 
ମିଳେନା ଏବେ, ଅନ୍ତିମ ଲକ୍ଷ୍ୟସ୍ଥଳୀ 
ନୁହେଁ ଲକ୍ଷ୍ୟ ତାର...
ସେ ଖୋଜେ ଲକ୍ଷ୍ୟସ୍ଥଳୀ 
ଜୀଵନ କୁ ସରସ ସୁନ୍ଦର 
କରି ଗଢି ତୋଳିବାକୁ 
ମୁଁ ଏବେ ଅଙ୍କିପାରେନା ଅଙ୍କନ 
ଜୀଵନ ଅରଣ୍ୟ ରେ ଯେବେ ଭଟକେ 
ସେତିକିବେଳେ ଖୋଜିଥାଏ ଲକ୍ଷ୍ୟସ୍ଥଳୀ...


Rate this content
Log in

Similar oriya poem from Inspirational