STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ପୃଥିଵି

ପୃଥିଵି

1 min
16

ପୃଥିବି ଯଦି ସ୍ବପ୍ନମୟ ହୁଏ 
ମୁଁ ରଙ୍ଗୀନ ସ୍ବପ୍ନ ଦେଖେ 
ପୃଥିବି ଯଦି ବାସ୍ନାମୟ ହୁଏ 
ମୁଁ ବାସ୍ନା ଆଘ୍ରାଣ କରେ 
ପୃଥିବି ଯଦି ଅଗ୍ନିପିଣ୍ଡ ହୁଏ 
ମୁଁ ଶୀତଳ ତା ଖୋଜେ 
ପୃଥିବି ଯଦି ଅନ୍ଧାରମୟ ହୁଏ 
ମୁଁ ଆଲୁଅ ଖୋଜେ...
ପୃଥିବି ଯଦି ଶସ୍ୟ ଶ୍ୟାମଳା ହୁଏ 
ପୃଥିବୀ ଯଦି ରଙ୍ଗୀନ ହୁଏ 
ମୁଁ ରଙ୍ଗେଇ ହୁଏ....
ପୃଥିବି ଯଦି ବିଶାଳ ହୁଏ 
ମୁଁ ସେହି ଆଦର୍ଶ ରେ 
ଅନୁପ୍ରାଣିତ ହୁଏ....


Rate this content
Log in

Similar oriya poem from Inspirational