ପ୍ରେମ
ପ୍ରେମ
ପବିତ୍ରତାର ଗଙ୍ଗା ପ୍ରେମ
ଶାନ୍ତିର ଯମୁନା ପ୍ରେମ
ଅତୁଟ ବିଶ୍ୱାସ ପ୍ରେମ
ପବିତ୍ର ବନ୍ଧନ ପ୍ରେମ
ସ୍ବର୍ଗୀୟ ଭଲପାଇବା ପ୍ରେମ
ପ୍ରେମ ଦୁଇଟି ଅକ୍ଷର
ବିଶ୍ୱାସ ର ଅନ୍ୟ ନାମ ପ୍ରେମ
ଅତୁଟ ବନ୍ଧନ ପ୍ରେମ
ପବିତ୍ର ବନ୍ଧନ ପ୍ରେମ
ଅଟଳ ପ୍ରତିଜ୍ଞା ପ୍ରେମ
ଦୃଢ଼ ବିଶ୍ୱାସ ପ୍ରେମ
ଉର୍ଦ୍ଧଗାମୀ ପ୍ରେମ
ଯନ୍ତ୍ରଣା ହୀନ ସ୍ୱର୍ଗଟିଏ
ପ୍ରେମ, ନିରୀହ ନିଷ୍ପାପ
ପକ୍ଷୀ ଟିଏ ପ୍ରେମ
ସ୍ୱର୍ଗ ଟିଏ ପ୍ରେମ
ଗଭୀର ଭଲପାଇବା ପ୍ରେମ
ଅନ୍ତହୀନ ଶେଷଶୂନ୍ୟ ପ୍ରେମ
ସତ୍ୟର ଅନ୍ୟନାମ ପ୍ରେମ
ମରୁପ୍ରାନ୍ତ ଜୀଵନ ରେ
ବୁନ୍ଦା ବୁନ୍ଦା ଜଳ ପ୍ରେମ
ଆନନ୍ଦର ସ୍ରୋତ ଟିଏ ପ୍ରେମ
ମଧୁର ଝରଣା ଟିଏ ପ୍ରେମ
ଅନ୍ତର ର କ୍ଷୁଧା, ଆତ୍ମାର
ତୃଷ୍ଣା ମେଣ୍ଟିବା ହିଁ ପ୍ରେମ
ଶକ୍ତ ଶିକୁଳି ର ବନ୍ଧନ ପ୍ରେମ
ମୁକ୍ତ ହେଲାପରେ ବନ୍ଧନ
ଖୋଜୁଥାଏ ପ୍ରେମ
ଅମୃତ ର ଅବାରିତ ବାରିଧାରା
ପ୍ରେମ, ଅମର ଅତୁଟ ପ୍ରେମ
ଗଭୀର ଭଲ ପାଇବା ପ୍ରେମ............
