STORYMIRROR

Bikhyat Bihari Mishra

Tragedy

2  

Bikhyat Bihari Mishra

Tragedy

ଶ୍ରଦ୍ଧାଞ୍ଜଳି

ଶ୍ରଦ୍ଧାଞ୍ଜଳି

1 min
12.4K


ଜୀବନ ହାରିବା ଠାରୁ ବେଶି ଭଲ

ବିଳମ୍ବ ଟିକିଏ ହେଉ

ଦୃତ ଗତି ଆଣେ ବିପତ୍ତିକୁ ଡାକି

ଏଇ ଭାଵ ମନେ ଥାଉ ।।

ଦୃତ ଗତି ସିନା ଥିଲା ବୋଲି ଗାଡି

ହରାଇଲା ନିୟନ୍ତ୍ରଣ

ଗୁଡିଏ ନିରୀହ ଜୀବନ ଯେ ଗଲା

ଅକାଳରେ ଅକାରଣ ।।

ଚାଳିଶି ରୁ ବେଶି ଚଳେଇବା କେବେ

ନୁହେଁ ନିରାପଦ ଆଉ

ବେଗ ନିୟନ୍ତ୍ରକ ଗାଡିରେ ରହିବା

ବାଧ୍ୟତା ମୂଳକ ହେଉ ।।

ନଦୀରେ ଖସିଲା ଡହଳ ବିକଳ

ହୋଇ ହରାଇଲେ ପ୍ରାଣ

ଏଣିକି ଶିଖିଲେ ଠିକିବାରୁ ଏବେ

ରଖ ବେଗ ନିୟନ୍ତ୍ରଣ ।।

********************

A tribute to the passengers who died in the accident recently at sikharpur bridge


Rate this content
Log in

Similar oriya poem from Tragedy