STORYMIRROR

Bikhyat Bihari Mishra

Others Tragedy

2  

Bikhyat Bihari Mishra

Others Tragedy

ମୋ କଥା

ମୋ କଥା

1 min
13.7K


ଆଉ ଜୀଇଁବାଟା ଖାସ ଲାଗୁନି..

ମୃତ୍ୟୁ ସୁନିଶ୍ଚିତ ଆଉ ସନ୍ନିକଟ ଜାଣି

ବଞ୍ଚିବାର ସତ୍ତା ଲେଲିହାନ ହେଉଛି

ମରଣର ପ୍ରତୀକ୍ଷାରେ...

ଖାଲି ଚାହିଁଛି କେବେ ହେବ ତୁମ ଆଗମନ

ସେଇ ସାନ୍ଧ୍ୟ ବେଳାରେ..

ତୁମେ ଆସି ପୋଛିଦେବ ଲୁହ

ଆଉ କହିବ ପୁଣି ଦେଖା ହବ ଆର ଜନମରେ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍