STORYMIRROR

Bikhyat Bihari Mishra

Others

2  

Bikhyat Bihari Mishra

Others

ଭଲ ଗୁଣ

ଭଲ ଗୁଣ

1 min
2.5K


ଅଜବ ଦୁନିଆଁ କାହାର ଏଇଠି

କେଉଁ ମନୋଭାବ ଥାଏ

ଯେତେ ପରକାରେ ପରଖି ଦେଖିଲେ

ସହଜେ ଜାଣି ନହୁଏ...

ଖୋଜୁଛି ଏମିତି ମଣିଷଟେ ଯିଏ

ମଣିଷ ପାରିବ ଚିହ୍ନି

କଥାକୁ ଅନ୍ୟଥା ନବୁଝି ହୃଦୟେ

ଜାଳିଦେବ ପ୍ରେମ ବହ୍ନି....

ଯାହା ହେଉ ପଛେ ଭଲ ଗୁଣ ଗୋଟେ

ଶିଖିଚି ଯାହା ମୁଁ ଶୁଣ

କବିତାରେ ଅବା କମେଣ୍ଟରେ କେବେ

ଊଣା କରିବିନି ମନ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍