STORYMIRROR

Gunanidhi Samal

Romance

3  

Gunanidhi Samal

Romance

ଶ୍ରାବଣୀ

ଶ୍ରାବଣୀ

1 min
69

ଶ୍ରାବଣୀ ଗୋ' ସତେ ଭିଜାଇ ଦେବ କି'

ଗୋଟାପଣେ ମୋତେ ଆଜି

ତୁମର ସେ' ଋଣ ଦେଇଥିଲ ଯାହା

ଆଜି ବି' ପାରିନି ଶୁଝି,


ଜୀବନ ମରୁରେ ଆଶାର ଆଲୋକ

ତୁମେ ତ' ଦେଇଛ ବୁଣି

ପ୍ରଥମ ଦେଖାରେ ପହିଲି ଛୁଆଁରେ

ମନକୁ ନେଇଛ କିଣି ,

ପାରୁଛ କି' ନାହିଁ ବୁଝି,


କେମିତି କହିବି ତୁମରି ପ୍ରେମରେ

ଯାଇଛି ମୁଁ' ଆଜି ହଜି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance