STORYMIRROR

Suresh chandra Padhy

Abstract

4  

Suresh chandra Padhy

Abstract

ଶ୍ରାବଣ

ଶ୍ରାବଣ

1 min
351


ଅଦିନିଆ ଶ୍ରାବଣ ମୋ ଜୀବନେ ଆସିଲା

ଝଡ଼ ବତାସ ହୋଇ ମୋର କ୍ଷତି କରିଗଲା

ଏମିତି ଶ୍ରାବଣ ମୋ ଜୀବନେ ଆସିଲା

ଅବେଳରେ ଧାର ଧାର ଲୁହ ହୋଇ ନିତି ବହିଗଲା

ଶ୍ରାବଣ ରେ ମୋ ଦେହ ସିନା ଭିଜିଲାନି

ଛାତିର କୋହ ମୋର ସର୍ବନାଶ କରି ଦେଲାଣି

ଶ୍ରାବଣ ରେ ନୂଆ ପଲ୍ଲବ ସିନା ମୋ ଜୀବନେ ହେଲାନି

ମୋତେ ଥୁଣ୍ଟାକରି ଦେଇ ସର୍ବନାଶ କରି ଦେଲାଣି

ଶ୍ରାବଣ ମୋ ଜୀବନେ ଆସି କଳାମେଘକୁ ଆଣିଦେଲା

ସବୁ ଆଶା ଅଭିଳାଷା ମୋର ଭାଙ୍ଗିଗଲା

ଏମିତି ଶ୍ରାବଣ ମୋତେ ଲୋଡ଼ା ନାହିଁ ଆଉ

ଦୁଃଖର ଶ୍ରାବଣ ଧାରା ମୋ ଜୀବନ ରୁ ଯାଉ ll


Rate this content
Log in

Similar oriya poem from Abstract