STORYMIRROR

arun sahoo

Romance Fantasy Inspirational

3  

arun sahoo

Romance Fantasy Inspirational

ଶିଶୁ

ଶିଶୁ

1 min
258

ହସରେ ହସରେ ହସିଦେଇ କହେ କଥା

ହାତରେ ହାତକୁ ବାଡେଇ ଗୋଡ଼ ହଲାଇ

ଆଖି ମିଟିକା ମାରି ପାଟିର ଲାଳରେ 

ହାତେ ଖସୁ ତା ଜହ୍ନ ।


କୁଆଁକୁଆଁ ଡାକେ ଧରଣୀ ହୁଅଇ ସତେଜ

ମାଆ ପଣତେ ଲୋଟେ ତା ମଥା

ମାଆ କୋଳରେ କଟେ ତା ସପନ

ମାଆ କଥାରେ କଥାକୁ ବୁଝେ ସେ

ମମତାର ପଣତେ ସପନେ ତା ଛବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance