Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanatan Mahakud

Inspirational Others

3  

Sanatan Mahakud

Inspirational Others

ଶିଶୁ

ଶିଶୁ

1 min
11.7K


ଶିଶୁଟିଏ

ଆଶା ଭବିଷ୍ୟର ତାରାଟିଏ

ହସ ବଗିଚାର କଢିଟିଏ

ଏ ଜନମରୁ ଆର ଜନମକୁ ପିଢୀଟିଏ ।

  

ସେ ହସିଲେ ଦେଶ ହସିବ

ଖେଳି ନାଚି ଗାଇ ଆନନ୍ଦେ ବଢିବ

ସାଂଗ ସାଥୀ ବନ୍ଧୁ ମିତ ଗଢିବ ।


ଯୋଗାଅ ଖେଳନା ଖାଦ୍ୟ ପୋଷାକ

ତୋଳି ଦିଅ ହାତେ ତୂଳୀ କଲମ

ସେହି ପରା ଅଟେ

ବିଗ୍ୟାନ ସାହିତ୍ୟ କଳା ବାଶିଜ୍ୟର କାରିଗର ।


ଜନମ ନୁହେଁ ତା' 

ଘୂରି ବୁଲିବାକୁ ଭିକ ମାଗିବାକୁ

ଅଳିଆ ଗଦା ଓ ଭିଟାମାଟି

ଆଉ

ରାସ୍ତା କଡର  ।


Rate this content
Log in

Similar oriya poem from Inspirational