Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sangeeta Barik

Children

3  

Sangeeta Barik

Children

ଶିଶୁ ଶ୍ରମିକ

ଶିଶୁ ଶ୍ରମିକ

1 min
191



ଶିଶୁ ଭଗବାନଙ୍କ ରୂପ ।

ନିର୍ଭେଜାଲ ହସ

ନିର୍ମଳ ହୄଦୟ ।


କେବେ କେବେ ପରିସ୍ଥିତିର 

ଦାସ ହୁଏ, ଶ୍ରମିକ ସାଜେ

ଜୋଗାଡେ ଦାନା

ନିଜ ପେଟ ପାଇଁ

ପରିବାର ପାଇଁ ।


ପାଠପଢା ସାତ ସପନ,

କଲମ ନଧରି କର୍ମ କରେ ।

ସଲାମ କରେ ବାବୁ ମାନଙ୍କୁ

ବିଦ୍ୟାଳୟ ବଦଳରେ 

ଖଟିବାକୁ ଯାଏ ।

ସେମିତି ଜୀବନଟେ ପାଇଁ

ଯେମିତି ଜନ୍ମିଛି ସିଏ ।


ସରକାରଙ୍କ ସହସ୍ର ଯୋଜନା

ଶିଶୁ କଲ୍ୟାଣ ପାଇଁ ।

ଆଜି ସେମାନେ ଗଢା ହେଲେ

କାଲି ହସିବ ସମାଜ

ଉନ୍ନତିର ଡିଣ୍ଡିମ ପିଟି ।

ଉନ୍ନତି ର ଶିଖରରେ ଛିଡା ହୋଇ

ଦାବି କରିବ ଏକ ସୁସ୍ଥ ସମାଜ ବୋଲି ।



Rate this content
Log in

Similar oriya poem from Children