Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sangeeta Barik

Others

3  

Sangeeta Barik

Others

ନାରୀ

ନାରୀ

1 min
184



ଚେତା ପାଇଲା ଦିନଠାରୁ

ଚଲାପଥରେ ପ୍ରତି ମୁହୂର୍ତ୍ତରେ

ଚେତାବନୀ ପାଏ ।

ଆପଣା ଲୋକଙ୍କ ନିଃଶ୍ବାସରେ

କ୍ଷତବିକ୍ଷତ ହୁଏ 

ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗ ।

ନୀରବ ରହିବାର ନିର୍ଦ୍ଦେଶକୁ

ଗଳାମାଳି କରି

ନିର୍ଜୀବ ଜଡ ଟିଏ ପାଲଟେ ।

ସବୁ ବୁଝି ଅବୁଝା ହୁଏ

ଅକୁହା କଥାକୁ ବୁଝିଯାଏ ।

ବେଦନାପୂ୍ର୍ଣ୍ଣ ନିଜ ନିଃଶ୍ବାସରେ

ନିଜେ ଜଳିଯାଏ ।

ତା ପାରିବା ପକ୍ଷକୁ 

କାଟିଲା ବେଳେ

ସେ ଆହା ବୋଲି

କହିପାରେନି କି

ମୁକୁଳି ପାରେନି

କେବଳ ଭାଗ୍ୟକୁ ସାକ୍ଷୀ ରଖି

ସବୁ ସହିଯାଏ ।



Rate this content
Log in