Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudeshna Pradhan

Classics Fantasy Inspirational

3  

Sudeshna Pradhan

Classics Fantasy Inspirational

ଶୀତେ ଆସିଲେ ରାମ

ଶୀତେ ଆସିଲେ ରାମ

1 min
10


ଆଜି ଆସିଲେ ରାମ, ଧନ୍ୟ ଅଯୋଧ୍ୟା ଧାମ,       

ପୁଷ ମାସ ଦ୍ୱାଦଶୀ ତିଥି ହେଲା ଉତ୍ତମ ||       

ନାଚେ ଭାରତ ଦେଶ, ସର୍ବ ମନ ହରଷ,        

ରାମଲାଲା ଆସିଲେ ଧରି ଶିଶୁଙ୍କ ବେଶ ||       

ପ୍ରତି ଗ୍ରାମେ ଚାଲିଛି, ନାମ ସଂକୀର୍ତନ,         

କୋଣେ ଅନୁକୋଣେ ଶୁଭେ ଜୟଶ୍ରୀରାମ ||     

ମିଳିଛି ନିମନ୍ତ୍ରଣ, ପାଳିବା ଜନ୍ମଦିନ,           

ପଞ୍ଚଦୀପ ଜାଳି, ପୂର୍ଣ୍ଣକୁମ୍ଭ ବାଢିଣ ||         

ସବୁଜାଗାରେ ଉତ୍ସବ, ଚାଲିଛି ମହୋତ୍ସବ,      

ରାମଲାଲା ଆସିଲା, ଧର୍ମର ଜୟ ହେବ ||      

ମୋଦି କି ମନ କଲେ, ଇତିହାସ ରଚିଲେ,       

ରାମ ମନ୍ଦିର ପ୍ରତିଷ୍ଠା, ଜଗତ ଜାଣିଲେ ||       

କଳିଯୁଗେ ରାମଲାଲା, କଲକୀ ଅବତାରୀଲା,    

ରାମ ଆସିଲେ ହସିବ ସାରା ସଂସାର ଭଲା ||     

ଶୀତେ ଆସିଲେ ରାମ, ନାଚେ ଦେଶ ତମାମ,    

ଖୁସିରେ ବୋଲ, ଜୟ ଶ୍ରୀ ରାମ ହନୁମାନ ||


Rate this content
Log in

Similar oriya poem from Classics