Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Er Subhransu Kumar Behera

Abstract

4  

Er Subhransu Kumar Behera

Abstract

ଶୀତ

ଶୀତ

1 min
277



ତୁମ ସହ ସଂପର୍କଟା ମିଛ;

ନୀରବରେ ଦୁଇ ଆଖି ଉଲ୍ଲସିତ ହୋଇ

ଦେଇଥିବା ପ୍ରତିଶ୍ରୁତି ମାନେ ମିଛ ।


ତୁମ ପାଇଁ ସ୍ଵପ୍ନ ଗୁଡା ମିଛ,

ଅତ୍ୟନ୍ତ ଗୋପନରେ ଏକ ହେବାର ପ୍ରୟାସ

କରିଥିବା ମୁହୁର୍ତ୍ତ ମାନେ ମିଛ ।


ତେବେ ସ୍ମୃତିର ଅର୍ଦ୍ଧ ଦଗ୍ଧ ପାଉଁଶରେ

ଦହନ ହେଉଥିବା ଅଂଗ ମାନେ ,

ସମ୍ଭାଳି ଦେଲେ ଏ ଫୁଙ୍ଗୁଳା ଦେହଟାକୁ

ଏ ଭୀଷଣ ଶୀତରେ ବି !

ଇଏ ତ ମିଛ ନୁହେଁ ।


    



Rate this content
Log in

Similar oriya poem from Abstract