Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Er Subhransu Kumar Behera

Romance Tragedy Fantasy

4.0  

Er Subhransu Kumar Behera

Romance Tragedy Fantasy

ମୋ ସ୍ମୃତିରେ ତୁମେ

ମୋ ସ୍ମୃତିରେ ତୁମେ

1 min
174



ତୁମକୁ ଦେଖିବାର ମୋ‌ହ 

ମୋତେ ବ୍ୟାକୁଳ କଲାଣି ,

କେଉଁଠାରେ ଅଛ ତୁମେ ଗୋ

ଆସ ଆସ ...ଥରୁଟିଏ ଆସି

ଦେଖା ଦେଇ ଯାଅ ।


ତୁମେ ଯଦି ଆସିଯାଅ

ଏଇ ଦୀର୍ଘ କାଳ ପରେ ,

ଦେଖି ତୁମ ଗୋଲାପ ଶରୀର

ଏ ମନର ବ୍ୟାକୁଳତା

ବଢ଼ି ଯିବନି ତ !


ଥାଉ ... ଥାଉ ...

ତୁମେ ଜମାରୁ ଆସନି ,

ବ୍ୟାକୁଳତାର ବକୁଳ ବନରେ

ନିଆଁ ଲାଗିବନି କି 

ମୁହୂର୍ତ୍ତକେ ଜଳି ମୁଁ ଯିବିନି ।


ବରଂ ଏଇମିତି କୁହୁଳି

ଅନେକ ମୁହୂର୍ତ୍ତ ଲାଗିପାରେ 

ନିଃଶେଷ ହେବାରେ ,

ଆଉ ଅନେକ ମୁହୂର୍ତ୍ତର

ବ୍ୟାକୁଳତା , ତୀବ୍ର ଶ୍ଵାସ

ରହୁ ମୋ ସ୍ମୃତିରେ ।



Rate this content
Log in