Kumarlal Rana
Action Others
କାଏଁ ରେ ଜାଡ ଆଇଛୁ କେନ୍ତା
କହନା କେନେ ଥିଲୁ l
ଶିହିରେଇ ଦେଇ ଗୋଡ଼ ହାତ କେ
ପଳେଇଯାଉଛୁ ଇନୁ ମୁଳୁ l
ସାଲ ଗୋଦାରି ଉଢ଼ୀ ଉଢ଼ୀ କରି
ମରୁଛୁ ଯୁଏ ତାପି l
କେନ ବାଟନୁ ଆଇଛୁ କହ
କିଏ ପଠାଲା କହ ନା ଗାଆଁ l
ହାତ ଗୋଡ଼ ତାର ମୁଡି ଦେମିନା
ବୁଡି ଯିବା ଯେ ତାର ନାଆ l
ନିରାଶ୍ରୟ
ମୋ ସାଥି ଆକାଶ...
ମୋ ଗାଆଁ ମାଟି ...
କୁମ୍ଭାର ବଜାର
ଈଶ୍ୱରଙ୍କ ଚିଠି
ଜହ୍ନ ରାଇଜରେ ମ...
ମୁଠାଏ ଭାତ
ଜୀବନ ଜୀବିକା
ଚାଳ ଘର
ଭୋକିଲା ପେଟ
ସବୁ ମୋର ବନ୍ଧୁ ବାନ୍ଧବୀଙ୍କୁ କହୁଛି ମୋ ପାଇଁ ମୁଲ୍ୟହୀନ ତୁମ ମିଛ ସନମାନ ତୁମ ହୃଦୟରୁ ସେନେହ ପ୍ର ସବୁ ମୋର ବନ୍ଧୁ ବାନ୍ଧବୀଙ୍କୁ କହୁଛି ମୋ ପାଇଁ ମୁଲ୍ୟହୀନ ତୁମ ମିଛ ସନମାନ ତୁମ ହୃଦୟର...
ଏଇଆ ନା? ଏଇଆ ନା?
ବରଷା ରାଣୀ କହ କାହାଣୀ । କେଉଁଠି ଥିଲୁ କେବେ ଆସିଲୁ ।। ବରଷା ରାଣୀ କହ କାହାଣୀ । କେଉଁଠି ଥିଲୁ କେବେ ଆସିଲୁ ।।
ସରବ ମଣିଷର ଜୀବନ ଦୀପ ଅଟଇ ପରା ଅମ୍ଳଜାନ, ଉଦ୍ଭିଦ ଜଗତ ଛାଡଇ ଧରାର ବାୟୁ ମଣ୍ଡଳକୁ ଅମ୍ଳଜାନ ସରବ ମଣିଷର ଜୀବନ ଦୀପ ଅଟଇ ପରା ଅମ୍ଳଜାନ, ଉଦ୍ଭିଦ ଜଗତ ଛାଡଇ ଧରାର ବାୟୁ ମଣ୍...
ବଡ଼ାଇ ପ୍ରବାହ ବସି ସେ ବଖାଣି ସାଉଁଟି ଖୁସି ଭଣ୍ଡାର ପରିପୂର୍ଣ୍ଣ ବିଭା ଅତୁଳ ବିଭବ ବଡ଼ାଇ ପ୍ରବାହ ବସି ସେ ବଖାଣି ସାଉଁଟି ଖୁସି ଭଣ୍ଡାର ପରିପୂର୍ଣ୍ଣ ବିଭା ଅତୁଳ ବିଭବ
ମନ କଥା ମନ କଥା
ତୁମେ ଶୃଙ୍ଖଳିତ ଧରାବନ୍ଧା ନିୟମରେ ତ ଆମେ ବିଶୃଙ୍ଖଳିତ କେଉଁ ନିରୁଦ୍ବିଘ୍ନ ଅତିଶୟ ଯନ୍ତ୍ରଣାରେ, ହେ ତୁମେ ଶୃଙ୍ଖଳିତ ଧରାବନ୍ଧା ନିୟମରେ ତ ଆମେ ବିଶୃଙ୍ଖଳିତ କେଉଁ ନିରୁଦ୍ବିଘ୍ନ ଅତିଶୟ ଯନ୍ତ...
କ୍ଷଣକେ ଦୋହଲାଇ ପାରେ ସିଏ ଏହି ସମଗ୍ର କ୍ଷିତି। କ୍ଷଣକେ ଦୋହଲାଇ ପାରେ ସିଏ ଏହି ସମଗ୍ର କ୍ଷିତି।
ଆଉ କରନା ... ଆଉ କରନା ...
ଆଶା ଅଭିପ୍ସା ମାନ ଅଭିମାନର ଗଭୀର ନୀଳ ସାଗର ହଁ କିଛିଟା ଅଚିହ୍ନା ଅଦେଖା ଅନେକଟା ଅତି ଆପଣାର ।। ଆଶା ଅଭିପ୍ସା ମାନ ଅଭିମାନର ଗଭୀର ନୀଳ ସାଗର ହଁ କିଛିଟା ଅଚିହ୍ନା ଅଦେଖା ଅନେକଟା ଅତି ଆପଣାର ...
ଶୋଷକୁ ସାଉଁଟି ଶେଷେ ଶେଷସତ୍ୟ ପାଇଁ ଶେଷ ସାରିବାକୁ ଆସେ ମୃତ୍ୟୁ ଧାଇଁ ଧାଇଁ !! ଶୋଷକୁ ସାଉଁଟି ଶେଷେ ଶେଷସତ୍ୟ ପାଇଁ ଶେଷ ସାରିବାକୁ ଆସେ ମୃତ୍ୟୁ ଧାଇଁ ଧାଇଁ !!
ବାହାରେ ବୁଲିଲେ କରୋନା ଧରିବ ଓଠରୁ ହଜିବ ହସ .....। ବାହାରେ ବୁଲିଲେ କରୋନା ଧରିବ ଓଠରୁ ହଜିବ ହସ .....।
ମାନିଲ ତ ଭଲ ନମାନିଲେ ମଲ ପୃଥିବୀଟା ବିଷମୟ .....। ମାନିଲ ତ ଭଲ ନମାନିଲେ ମଲ ପୃଥିବୀଟା ବିଷମୟ .....।
ଅଠାକୁ ଛଡେଇ ହେଲି ମୁଁ ଭିକାରୀ ରାସ୍ତା କଡେ ନିତି ଶୁଏ। ଅଠାକୁ ଛଡେଇ ହେଲି ମୁଁ ଭିକାରୀ ରାସ୍ତା କଡେ ନିତି ଶୁଏ।
ଶ୍ୟାମ ଦେଶ ପରମ୍ପରା ପଟୁଆ ନାବ ଉତ୍କଳ ନୌ ପରମ୍ପରା ବୋଇତ ବନ୍ଦାଣ ।। ଶ୍ୟାମ ଦେଶ ପରମ୍ପରା ପଟୁଆ ନାବ ଉତ୍କଳ ନୌ ପରମ୍ପରା ବୋଇତ ବନ୍ଦାଣ ।।
ତୁମ୍ଭେ ଏଜାତିର ଅସ୍ତିତ୍ବ ଅସ୍ମିତା ଗୌରବ ସ୍ବାଭିମାନ ତୁମ୍ଭ ଚରଣ କମଳେ କୃତଜ୍ଞ ଜାତିର ଶତ ଶତ ନମନ । ତୁମ୍ଭେ ଏଜାତିର ଅସ୍ତିତ୍ବ ଅସ୍ମିତା ଗୌରବ ସ୍ବାଭିମାନ ତୁମ୍ଭ ଚରଣ କମଳେ କୃତଜ୍ଞ ଜାତିର ଶତ ଶ...
ଶିକ୍ଷା ନୁହେଁ ଖାଲି ଯୋଗ୍ୟତାର ନାମ ଏ ବାସ୍ତବ ଜୀବନରେ ଶିକ୍ଷା ନୁହେଁ ଖାଲି ଯୋଗ୍ୟତାର ନାମ ଏ ବାସ୍ତବ ଜୀବନରେ
ଶିଶୁ ତୁମେ ଆଶା ଅଭିଳାଷ ମାନବ ଜାତିର ଶିଶୁ ତୁମେ ଆଶା ଅଭିଳାଷ ମାନବ ଜାତିର
ବୁଦ୍ ବୁଦ୍ ପରାଏ ଜୀବନ ବୁଦ୍ ବୁଦ୍ ପରାଏ ଜୀବନ
କରୁଥାଅ ନିତି ଗେଲ କରୁଥାଅ ନିତି ଗେଲ