STORYMIRROR

Sunanda Mohanty

Classics Thriller Others

3  

Sunanda Mohanty

Classics Thriller Others

ଶୀତ ପସରା  ,,,,,,,,,,,,,,,,,,

ଶୀତ ପସରା  ,,,,,,,,,,,,,,,,,,

1 min
6


ଶୀତର ଉନ୍ମୋଚନ 
ଚାଦର ସହିତବସ୍ତ୍ର ସମ୍ମୋହନ 
ହାତଗୋଡ଼ କାଲୁଆ 
ବାଆ ସୁଲୁସୁଲିଆ 
ଦେହ ଥରେ କମଳ ରେଜେଇ 
ଆସନ ଉପବେଷନ ଉପସ୍ଥାନ 
ଖାଇବା ଶୋଇବା ଜମିଲା 
କୋବି ମୂଳା କୋଶଳା ଟମାଟ ମିଳିଲା 
ଶିଶିର ଟୋପା କାକର ମାରି ଖେପା 
ଘାସ ଗାଲିଚା ଲାଗେ ମୁକ୍ତା ଛାଡ଼ି ଖୋଳପା 
ଆସିଛି ନେଇ ଶୀତ ପାଇଁ ମୁଢି ନଡ଼ିଆ 
ଶୀତ ରେ ଧୂଆଁ ଧୂଆଁ କୁହୁଳା ନିଆଁ
ପୁଇଁବା ବଢିଆ 
ପରବ ମାର୍ଗଶିର ଗୁରୁବାର 
ପ୍ରଥମାଷ୍ଟମୀ କାଞ୍ଜି ଅଁଳା 
ଖଳାରେ କୁକୁର ଛୁଆଙ୍କ ମେଖଳା 
ଦରଦୀ ମଣିଷ ଦିଏ ଦୁଃଖୀ ରଙ୍କିଙ୍କୁ 
ଶୀତ ବସ୍ତ୍ର ଶାଢ଼ୀ ଘୋଡ଼ିଆ 
ଜଗନ୍ନାଥ ନିଜେ ଓଢଣ ଲାଗି 
ଶୀତ ନେଇଛି ମାଗି 
କାରୁଣ୍ୟ କରୁଣାର ଧଣ୍ଡା ବଢିଆ 
ସକାଳୁ ପିଠି ଘଷି ଜେଜେମାଆ 
କହେ ଶୀତ ଭାରି ବଢିଆ 
ଜେଜେ କହନ୍ତି ଗରମ ପାଣି କର 
ହେବ ମଖମଲ୍ଲୀ ଗାଧୁଆ


Rate this content
Log in

Similar oriya poem from Classics