STORYMIRROR

Ram Prasad Bisoi

Fantasy

3  

Ram Prasad Bisoi

Fantasy

ଶୀତ ଓ ରାତି

ଶୀତ ଓ ରାତି

1 min
125

ଶିଶିର,

ସ୍ନାତା ଘାସଫୁଲ,ସବୁଜ ଘାସ ଗାଲିଛା,


କୁହୁଡିଭରା,

ସକାଳରରାସ୍ତା ଯେମିତି ଧୂସର କ୍ଷଣିକପାଇଁ ଜୀବନର ଚଲାପଥ,


ପାହାଡ଼ 

ତଳେ ହସୁଛି ଖେତେ ଅଳସୀଫୁଲ,


ଶୀତ 

ଥରେଇ ଦେଉଛି ହାଡ, ଦେହ 

ଖୋଜୁଛି ଦେହର ତାତି,


ଆକାଶ 

ଆଗ ଠାରୁ ଆହୁରି ସ୍ଵଛ 

ଝଲସି ଉଠୁଛି ତାରା ଗହଣେ,


ଜହ୍ନ ପ୍ରତିବିମ୍ବ 

ବହି ଚାଲିଛି ନଦୀଧାରେ

ହସୁଛି ନଦୀ 

ପାଇ ଶୀତୁଆ ରାତିର ସାନିଧ୍ୟ,


କବିତା 

ମନସ୍କ କବି କଳ୍ପନାରେ ରୂତୁସପ୍ତମ;


ଗୋଠଫେରନ୍ତା 

ସନ୍ଧ୍ୟାରେ ଗୋପାଳ ଟୋକା ବଂଶୀଶୁନେ ଗାଇ ଚାଲିଛି 


ଗୀତ

ଆହାରେ ରାଣୀ ନାଲି ଟୁକୁ ଟୁକୁ ସାଧବବୋହୁ ପ୍ରେମିକା 

ମୋର,

ଶୀତ ଓ ସନ୍ଧ୍ୟା !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy