Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Action Classics

3  

Satyanarayan Sahoo

Romance Action Classics

ଶୀତ ଆସିଛି ଏ ଧାରାକୁ

ଶୀତ ଆସିଛି ଏ ଧାରାକୁ

1 min
134



ଶୀତ ଆସିଛି ଏ ଧାରାକୁ

ସଭିଙ୍କ ଆଦର ଖରାକୁ ।

ଦିନ ସାନ ରାତି ବଡ ଯେ

ହେଉ ଅଛି ନିତି ସହଜେ ।

ହୁଏ ନାହିଁ କିଛି କାମ ହେ

ବିତେ ସଦା କାଳ ଅଳସେ ।

ନିଆଁ ଜାଳି ପୁଇଁ ହୁଅନ୍ତି

ସନ୍ତୋଷରେ କାଳ କାଟନ୍ତି ।

ଫୁଟାଇଣ କେତେ ଜାତିର

ଧରି ଚାରୁ ଫୁଲ ସମ୍ଭାର ।

ଅନୁପମ କାନ୍ତି ବର୍ଦ୍ଧକ

ବନ, ଉପବନକୁ ଦେଖ ।

ଶୋଭିତ ବିବିଧ ପ୍ରକାରେ

ଚିତ୍ତ ହରନ୍ତି ହରଷରେ ।



Rate this content
Log in

Similar oriya poem from Romance