STORYMIRROR

Kalpana Mishra

Romance

3  

Kalpana Mishra

Romance

ମୁଁ ଭଲପାଏ ତୁମକୁ

ମୁଁ ଭଲପାଏ ତୁମକୁ

1 min
202

ମୁଁ

ଭଲପାଏ ତୁମକୁ

 ହୃଦୟର ଅର୍ଘ୍ୟଦେଇ

ପ୍ରୀତିର ପ୍ରଣତି ଦେଇ

ପୁଣି ନିଗାଡ଼ି ଦେଇ

ମୋ ପ୍ରତି ରକ୍ତ ବିନ୍ଦୁକୁ

ମୁଁ, ଭଲପାଏ ତୁମକୁ ॥

ମୁଁ

ଭଲପାଏ ତୁମକୁ

ସୂର୍ଯ୍ୟର ପ୍ରେମିକା ପଦ୍ମଭଳି

ଚନ୍ଦ୍ରର ସାଥୀ କଇଁଭଳି ।

ମୁଁ ଭଲପାଏ 

ମୋ ଛୋଟମନରେ ଥିବା 

ବିରାଟ ହୃଦୟର ଜୀବନସାଥୀଙ୍କୁ ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance