STORYMIRROR

Kalpana Mishra

Tragedy

3  

Kalpana Mishra

Tragedy

ଜୀବନ ଓ ମୁଁ

ଜୀବନ ଓ ମୁଁ

1 min
404

ଜୀବନ ଓ ମୁଁ

ଏବେ ବେଶୀ ନିରାଶ

କ'ଣ ପାଇଁ କେଜାଣି

ସବୁବେଳେ ଉଦାସ ॥

              ଜୀବନ ଓ ମୁଁ

              ସୁଖଦୁଃଖର ସାଥୀ

              ଅନିଦ୍ରା, ଅଖିଆରେ

              କଟେ ଆମ ରାତି ॥

ଜୀବନ ଓ ମୁଁ

ବଞ୍ଚିଛୁସତ

ଅପେକ୍ଷାରବାଟ ଚାହିଁ

କେବେ ସେ

ଦୁଆର ଖୋଲିବ

କାହାକୁ ବି ଜଣା ନାହିଁ ॥

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy