STORYMIRROR

Kalpana Mishra

Romance

3  

Kalpana Mishra

Romance

ପ୍ରୀତିଵନ୍ଧନ

ପ୍ରୀତିଵନ୍ଧନ

1 min
23


ନୁହେଁ ମୁଁ ଗୋଲାପ

ନୁହେଁ ପାରିଜାତ

ନୁହେଁ ମୁଁ ରଜନୀଗନ୍ଧା,

ପ୍ରୀତି ଫୁଲଟିଏ

ପ୍ରୀତି ବନ୍ଧନରେ

    ପଡ଼ିଛି ଏଠି ମୁଁ ବନ୍ଧା---


ନୁହେଁ ମୁଁ ଉର୍ବଶୀ

ନୁହେଁ ରମ୍ଭା

ନୁହେଁ ମୁଁ ମେନକା,

ଛାର ମାନବୀଟେ 

ପ୍ରିୟ ଲାଗି ସଦା

ସେନେହେ ଡୋରିରେ

    ଗଣ୍ଠି ପକାଇଛି ଏକା---।

                 


Rate this content
Log in

Similar oriya poem from Romance