Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Tragedy Classics

4  

Satyanarayan Sahoo

Abstract Tragedy Classics

ଶହୀଦ ମଙ୍ଗଳ ପାଣ୍ଡେ

ଶହୀଦ ମଙ୍ଗଳ ପାଣ୍ଡେ

1 min
360



ବରାକ ପୁର ର ସିପାହୀ ବିଦ୍ରୋହ

ତୁମ୍ଭର ନେତୃତ୍ଵ ଯୋଗେ

ଅଗ୍ରଗତି କରି ପରବର୍ତ୍ତୀ କାଳେ

ବ୍ୟାପିଲା ସାରା ଭାରତେ ।

ସ୍ଵରାଜ୍ୟର ପଥେ ଲଢ଼ିଲ ଅଦ୍ଭୂତ

ସାହସ ଶକତି ଧରି

ଉତ୍ସାହ ଜାଗୃତି ଭାବ ଅନୁଭୁତି 

ଦିଏ ପ୍ରେରଣା ତୁମ୍ଭରି ।

ଉଣାଇସ ଜୁଲାଇ ମାସ ର ଅଠରଶ

ସତାଅସି ସାଲ

ଉତ୍ତର ପ୍ରଦେଶ ବାଲିଆ ଜିଲ୍ଲାର

ନଗବା ଗ୍ରାମେ ଜନ୍ମିଲ ।

ଦିବାକର ପାଣ୍ଡେ ଅଭୟ ରାଣୀ ଙ୍କ

ସୁପୁତ୍ର ତୁମେ ମଙ୍ଗଳ

ଅଠର ଶ' ସତାବନ ଆନ୍ଦୋଳନ

ନେତୃତ୍ଵ ନିଭାଇ ଥିଲ ।

ଏପ୍ରିଲ ଆଠ ରେ କ୍ରାନ୍ତି ଦିବସ ରେ

ଫାଶୀ ଖୁଣ୍ଟ ରେ ଝୁଲାଇ

କଲିକତା ଠାରୁ ସର୍କାର କମ୍ପାନୀ

ଦେଲା ଜହ୍ଲାଦ ଅଣାଇ ।



Rate this content
Log in

Similar oriya poem from Abstract