STORYMIRROR

Bishwaranjan Tripathy

Drama Classics Inspirational

3  

Bishwaranjan Tripathy

Drama Classics Inspirational

ଶେଷ ଲକ୍ଷ୍ୟ

ଶେଷ ଲକ୍ଷ୍ୟ

1 min
264

ଆଣ୍ଟବାନ୍ଧିଛି ଏ ମନ ଚାରିଦିନକୁ

ମନେ ରଖି କେତେ ଆଶା ଭରଷାକୁ

ହେଲେ ବଢ଼ିପାରେନାହିଁ ସେ ଆଗକୁ

ବିଭିନ୍ନ ସମସ୍ୟା ବାଧା ଦିଅଇ ତାକୁ।


ତଥାପି ରଖିଛି ମନରେ ଆଶା

ହାରିବନି ଜମା ହବନାହିଁ ନିରାଶା

ସମାସ୍ୟାକୁ କାଟି ଯିବଆଗକୁ

ଜୀବନର ଶେଷ ଲକ୍ଷ୍ୟ ପାଇବାକୁ।


ପୁଣି ମନ ଚିନ୍ତେ ଶେଷ ଲକ୍ଷ୍ୟ କଣ?

ଲକ୍ଷ୍ୟକଣ ଖାଲି ଧନ ସମ୍ପତ୍ତି ଠୁଳ

ଧନ ସମ୍ପତ୍ତି ଥିଲେ କଣ ହୋଇବ

ଯଦି ତାହା ଅନ୍ୟର କାର୍ଯ୍ୟରେ ଆସୁନଥିବ।


ତେଣୁ ସମାଜ ପାଇଁକି କରିବା କିଛି

ସ୍ୱାର୍ଥଭାବନା ଜମା ମନେ ନରଖି

ତେବେ ହୋଇବ ଆମ ଜୀବନ ଧନ୍ୟ

ମନେ ରଖିବେ ଲୋକେ ସାରା ଜୀବନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama